Welcome to MLF News
ବର୍ଷ ୨୦୨୨-୨୩ ପାଇଁ ଜାତୀୟ ଯୁବ ପୁରସ୍କାର ପାଇଥିବା ଖୋର୍ଦ୍ଧାର ରାହୁଲ ମହାରଣାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଓ ଉପକୂଳ ଓଡ଼ିଶାରେ ସାମୂହିକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଫେଇ, ହେନ୍ତାଳ ବନ ସୃଷ୍ଟି ଓ ଜୈବ ବିବିଧତା ସଂରକ୍ଷଣ ପାଇଁ ତାଙ୍କ ଉଦ୍ୟମ ଯୁବ ସମାଜ ପାଇଁ ପ୍ରେରଣା ଦାୟୀ।
ମତାମତ: