ବିଭାଗ: ସ୍ବାସ୍ଥ୍ୟ

ନାଗପୁରରେ ୨ ଶିଶୁ ଏଚ୍‌ଏମ୍‌ପିଭି ସଂକ୍ରମିତ

ଦେଶରେ ପୁଣି ୨ ଜଣ ଶିଶୁ ଏଚ୍ଏମ୍ପିଭି (ହ୍ୟୁମାନ ମେଟାନ୍ୟୁମୋଭାଇରସ୍)ରେ ଆକ୍ରାନ୍ତ ହୋଇଛନ୍ତି। ନାଗପୁରରେ ୨ ଜଣ ଶିଶୁ ଏଚଏମପିଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ହୋଇଥିବା ୨ ଶିଶୁଙ୍କ ବୟସ ୭ ଏବଂ ୧୪। ଏଥିସହ ଦେଶରେ ମୋଟ୍ ଏଚଏମପିଭି ଆକ୍ରାନ୍ତଙ୍କ ସଂଖ�...