ତାଜା ଖବର »
ରୁଷ-ୟୁକ୍ରେନ ଯୁଦ୍ଧରେ ନିଆଁ ଲଗାଉଛନ୍ତି ବାଇଡେନ, ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ଜେଲେନ୍‌ସ୍କିଙ୍କୁ ଦେଲେ ଅନୁମତି।       ପ୍ରଦୂଷଣ ଯୋଗୁଁ ପାକିସ୍ତାନରେ ଲକଡାଉନ୍‌, ୩ ପ୍ରମୁଖ ସହରରେ AQI ସ୍ଥିତି ସଂଗୀନ।       ଜି-୨୦ ଶିଖର ସମ୍ମିଳନୀରେ ପିଏମ୍ ମୋଦୀଙ୍କ ସମ୍ୱୋଧନ, କହିଲେ-ନୂଆଦିଲ୍ଲୀର ଜନହିତକର ନିଷ୍ପତ୍ତିକୁ ଆଗକୁ ବଢାଇଛି ବ୍ରାଜିଲ।       ଚେନ୍ନଇ: ତାମିଲନାଡୁରେ ବାସ କରୁଥିବା ତେଲୁଗୁ ଭାଷାଭାଷୀ ଲୋକଙ୍କ ବି​ରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ କସ୍ତୁରୀ ଶଙ୍କର ଗିରଫ।       ନୂଆ ଦିଲ୍ଲୀ:ବିଜେପିରେ ମିଶିଲେ କୈଳାଶ ଗେହଲଟ; କହିଲେ, AAPରେ ଆଉ ନାହିଁ ସେ ଆଦର୍ଶ।       ଆମ୍ବ ଟାକୁଆ ଟ୍ରାଜେଡି: ଏସ୍‌ସିବିରେ ଆଖି ବୁଜିଲେ ଆଉ ଜଣେ।ମୃତକ ହେଉଛନ୍ତି ଜିତା ମାଝୀ       ଭବାନୀପାଟଣା:ଧରାପଡ଼ିଲେ ଲାଞ୍ଚୁଆ ଡାକ୍ତର ଅଶୋକ ଦାସ , ଗର୍ଭବତୀ ମହିଳାଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର।       ଜାନୁଆରୀ ଶେଷସୁଦ୍ଧା ଶେଷ ହେବ ରତ୍ନଭଣ୍ଡାର ଗଣତି ମଣତି, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା।       ବାଙ୍ଗିରିପୋଷି : ବାଙ୍ଗିରିପୋଷି ରେଞ୍ଜ ବାଲିଖୋଣି ଗାଁରେ କଲରାପତରିଆ ବାଘ ଚମଡ଼ା ଜବତ ସହ ୩ ଅଟକ , ଅନ୍ୟ ଜଣେ ଫେରାର।       ସମ୍ବଲପୁର ସଦର ପୋଲିସକୁ ପୁଣି ମିଳିଛି ବଡ ସଫଳତା।କଫ ସିରଫ ଜବତ,୨୦ ଅଭିଯୁକ୍ତ ଗିରଫ।       ଏମ୍ସ ଭୁବନେଶ୍ଵରରେ ଆଶ୍ଚର୍ଯ୍ୟଜନକ ସଫଳତା, ମୃତ ବ୍ୟକ୍ତିଙ୍କୁ ଜୀବିତ କଲା ଏମ୍ସ ଭୁବନେଶ୍ୱର।୧୨୦ ମିନିଟ ଅର୍ଥାତ୍ ଦୁଇ ଘଣ୍ଟା ଧରି ହୃଦସ୍ପନ୍ଦନ ବନ୍ଦ ହେବାପରେ ବ୍ୟକ୍ତି ହେଲା ପୁନଃ ଜୀବିତ।       ବାଲିଯାତ୍ରା ଅଘଟଣ: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ, ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ।       ସମୀର ଦେ’ଙ୍କ ଦେହାନ୍ତରେ ଗତ କାଲି ଦିନକ ପାଇଁ ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଥିଲା।       ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କ ପରଲୋକ, ୬୭ ବର୍ଷ ବୟସରେ କଟକର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ସୂଚନା।       ରାଜଧାନୀରେ ଟ୍ରାଫିକ ଯନ୍ତ୍ରଣା,ଘରୁ ବାହାରକୁ ଯିବାକୁ ଲାଗୁଛି ଡ଼ର।       ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ଫର୍ମ ପୂରଣ ଅବଧି ବଢାଇଛି ମାଧ୍ୟମିକ ଶିକ୍ଷା ପରିଷଦ ।       ଭୁବନେଶ୍ୱର:୪ ଦିନ ଯାଏଁ ଖସିବନି ଶୀତ ପ୍ରକୋପ,ଜି ଉଦୟଗିରିରେ ରାତି ତାପମାତ୍ରା ୭.୨ ଡିଗ୍ରୀ।       ଭୁବନେଶ୍ୱର : ଆସନ୍ତା ୨୦ ତାରିଖରୁ ବରଗଡ଼ ଓ ୨୨ରୁ ସମ୍ବଲପୁରରେ ଖରିଫ ଧାନ କିଣା ଆରମ୍ଭ କରାଯିବ।       ନାକଟିଦେଉଳରେ ଅଭାବନୀୟ ଘଟଣା, ବିଦ୍ୟୁତ୍ ଫାସରେ ୩ ହାତୀ ମୃତ।       ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନ ମୂଲ୍ୟ ପ୍ରତି ବିଦ୍ୟାର୍ଥୀ ପିଛା ୧ ଟଙ୍କା ବଢ଼ିଲା।       ବାରିପଦା: ଡ଼ିସେମ୍ବର ୩ରୁ ରାଷ୍ଟ୍ରପତିଙ୍କ ୫ ଦିନିଆ ଓଡ଼ିଶା ଗସ୍ତ।      


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ଜଣେ ମହିଳା କମାଣ୍ଡୋ । ସୁରକ୍ଷାରେ ମହିଳା ଏସପିଜି



ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଥିରେ ମହିଳା ଏସପିଜି କମାଣ୍ଡୋ । ଯାହାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏସପିଜିରେ ମହିଳା କମାଣ୍ଡୋ ରହିବା ନୂଆ କଥା ନୁହେଁ । କିନ୍ତୁ ମହିଳା କମାଣ୍ଡୋ ଜଣକ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଅନୁମାନ କରାଯାଉଛି, ଏହି ଫଟୋଟି ସଂସଦ ଭିତରର ଚିତ୍ର ।

ଏସପିଜିର ମହିଳା କମାଣ୍ଡୋଙ୍କୁ ସଂସଦରେ ନିୟୋଜିତ କରାଯାଇଥାଏ ।

ମୋଦୀଙ୍କ ସୁରକ୍ଷାରେ ମହିଳା କମାଣ୍ଡୋ

- ମହିଳା ଅତିଥିଙ୍କ ସୁରକ୍ଷା ପାଇଁ ସଂସଦର ଗେଟରେ ନିୟୋଜିତ ହୋଇଥାନ୍ତି ମହିଳା କମାଣ୍ଡୋ

- ପ୍ରଧାନମନ୍ତ୍ରୀଙ୍କ ପାଖକୁ ଆସୁଥିବା ମହିଳା ଅତିଥିଙ୍କ ସହ ଏମାନଙ୍କୁ ଦେଖିବାକୁ ମିଳିଥାଏ 

- ୨୦୧୫ ପରଠାରୁ ମହିଳା କମଣ୍ଡୋଙ୍କୁ ନିୟୋଜିତ କରାଯାଇଛି 

- ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସମୟରେ ଆଡଭାନ୍ସ ସିକ୍ୟୁରିଟି ଲାଇଜନ ପାଇଁ ମହିଳା କମାଣ୍ଡୋକୁ ପଠାଯାଇଥାଏ

- ବିଦେଶରେ ମଧ୍ୟ ମହିଳା କମାଣ୍ଡୋ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ସହଯୋଗ କରିଥାନ୍ତି

- ଏସପିଜିରେ ୧୦୦ ପାଖାପାଖି ମହିଳା କମାଣ୍ଡୋ ରହିଛନ୍ତି

 ମତାମତ:


ଟିପ୍ପଣୀ ପୋଷ୍ଟ କରନ୍ତୁ


ଫଟୋ ଗ୍ୟାଲେରି